85 ଲକ୍ଷ ଚୂନା ମାରି ବଣିଆ ଛୁ.. | Odisha Reporter
Advertisment
ନକଲି ସୁନା ରଖି ବ୍ୟାଙ୍କରୁ ଅସଲି ସୁନା ନେଇଗଲେ ବଣିଆ। ବ୍ୟାଙ୍କ ଭକୁଆ। ଚିନ୍ତାରେ ବ୍ୟାଙ୍କ ଗ୍ରାହକ। ଏପରି ଚିତ୍ର ଆସିଛି ନୟାଗଡ଼ ଜିଲ୍ଲାରୁ। ୮୫ ଲକ୍ଷ ଟଙ୍କା ହଡପ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ କରିଛି ପୁଲିସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us