Advertisment

ରକ୍ତରେ ଚାଲିଲା ହୋଲି ଖେଳ

ସାରା ଦେଶରେ ଚାଲିଛି ହୋଲିକା ଦହନ। ରଙ୍ଗର ପର୍ବରେ ସମସ୍ତେ ରାଗରୁଶା ଭୁଲି ରଙ୍ଗୀନ ହେଉଛନ୍ତି। ହେଲେ ଠିକ ଏତିକି ବେଳେ କଟକ ଆଠଗଡରୁ ଆସିଛି ଏକ ବଡ ଖବର। ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିବା ଭଳି। ଏଠାରେ ରଙ୍ଗ ଖେଳ ଚାଲିଥିଲା। ହେଲେ ହୋଲିର ରଙ୍ଗରେ ନୁହେଁ ବରଂ ଲାଲ ରକ୍ତରେ ଚାଲିଥିଲା ଖେଳ।

author-image
Debendra Prusty

ସାରା ଦେଶରେ ଚାଲିଛି ହୋଲିକା ଦହନ। ରଙ୍ଗର ପର୍ବରେ ସମସ୍ତେ ରାଗରୁଶା ଭୁଲି ରଙ୍ଗୀନ ହେଉଛନ୍ତି। ହେଲେ ଠିକ ଏତିକି ବେଳେ କଟକ ଆଠଗଡରୁ ଆସିଛି ଏକ ବଡ ଖବର। ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିବା ଭଳି। ଏଠାରେ ରଙ୍ଗ ଖେଳ ଚାଲିଥିଲା। ହେଲେ ହୋଲିର ରଙ୍ଗରେ ନୁହେଁ ବରଂ ଲାଲ ରକ୍ତରେ ଚାଲିଥିଲା ଖେଳ।  

Advertisment
Odisha Crime Holi