/odisha-reporter/media/post_attachments/uploads/2015/10/titlagard.jpg)
titlagard
/odisha-reporter/media/post_attachments/wp-content/uploads/2015/10/titlagard-300x261.jpg)
ଟିଟିଲାଗଡ: ଟିଟିଲାଗଡ ସହରର ୧୪ ନମ୍ୱର ୱାର୍ଡର ଜଣେ ନାବାଳିକାଙ୍କୁ ଅପହରଣ ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ଜଣେ ମହିଳା ଗିରଫ ହୋଇଛନ୍ତି। ଟିଟିଲାଗଡ ପୋଲିସ୍ ଏ ନେଇ ଏକ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାଇ ଆଜି ସକାଳ ପ୍ରାୟ ୯ଟା ବେଳେ ଉକ୍ତ ନାବାଳିକା କୌଣସି କାମରେ ବସ୍ତିକୁ ଯାଉଥିଲା। ଏହି ସମୟରେ ନିଛାଟିଆ ସ୍ଥାନରେ ଜଣେ ଅପରିଚିତ ମହିଳା ତାର ହାତ ଧରି ଟାଣିଥିଲା। ଝିଅଟି ଭୟଭୀତ ହୋଇ ପାଟି କରିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିବା ସହିତ ମହିଳା ଜଣକୁ ପୋଲିସ୍ ଜିମା ଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
