Advertisment

ବାପା ହତ୍ୟାର ବଦଲା ନେଲା ପୁଅ

ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଉପରେ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି।

author-image
Manoj Swain

ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇଛି ପୁଅ। ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଉପରେ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ଯେଉଁଭଳି ଭାବେ ତାଙ୍କ ବାପାଙ୍କୁ ହତ୍ୟା କରିଥିଲା, ଏବେ ୩୦ ବର୍ଷୀୟ ପୁଅ ସେହିଭଳି ଭାବେ ହତ୍ୟାକାରୀକୁ ମାରିଛି। ଗୁଜରାଟର ଅହମଦାବାଦ ଅନ୍ତର୍ଗତ ବୋଡାକଦେବରେ ଏପରି ଏକ ଘଟଣା ଘଟିଛି।

Advertisment
Accident Gujarat