Advertisment

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କ ନାଁରେ ସାଂଘାତିକ ଅଭିଯୋଗ

କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ ।

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ମୁଖିଆଙ୍କ ବାଂଲାଦେଶ ଲିଙ୍କ ! କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ ସାଂଘାତିକ ଅଭିଯୋଗ । ଡେଡବଡି ବିଜନେସରେ ଲିପ୍ତ ଥିଲେ ! ଅଭିଯୋଗ ଆଣିଲେ ପୂର୍ବତନ ସହଯୋଗୀ, ସତ ହୋଇଥିଲେ ସାଂଘାତିକ । ସନ୍ଦୀପଙ୍କଠାରୁ ଏହି ଲିଙ୍କ ଜାଣିବାକୁ ଚାହୁଁଛି କି ସିବିଆଇ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe