Advertisment

ମହିଳାଙ୍କ ହତ୍ୟା ଘଟଣାକୁ ନେଇ ତେଜିଲା ବିବାଦ

ସ୍କୁଲରେ ତାଲା ମାରି ହରତାଳ କଲେ ମୃତକଙ୍କ ପରିବାର ଲୋକେ ।

ଅଦ୍ୟତନ ହୋଇଛି
Advertisment

ବଲାଙ୍ଗିରରେ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ତେଜିଲା ବିବାଦ । ଛୋଟ ଛୁଆଙ୍କ କଳିରେ କାହିଁକି ହସ୍ତକ୍ଷେପ କଲେନି ଶିକ୍ଷକ- ଶିକ୍ଷୟିତ୍ରୀ ? ସ୍କୁଲରେ ତାଲା ମାରି ହରତାଳ କଲେ ମୃତକଙ୍କ ପରିବାର ଲୋକେ । ଏବେ ପ୍ରଶ୍ନ ଉଠୁଛି ସ୍କୁଲର ଅବହେଳା ଯୋଗୁ ଘଟିଲା କି ଜଘନ୍ୟ ହତ୍ୟାକାଣ୍ଡ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe