/odisha-reporter/media/post_attachments/uploads/2015/10/sura-300x225.jpg)
sura
ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ଭିତରେ ବେଆଇନ ଘର ଓ ମନ୍ଦିର ନିର୍ମାଣ ଅଭିଯୋଗ ପ୍ରସଙ୍ଗରେ ସୁରବାବା ବୁଧବାର ବିଡିଏର ଓଡିଏ କୋର୍ଟରେ ହାଜର ହୋଇ ନାହାନ୍ତି। ତାଙ୍କ ପକ୍ଷରୁ ଓକିଲ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ଏନେଇ ଶୁଣାଣୀ ହେବାପରେ ସୁରବାବଙ୍କ ଓକିଲ କାରଣ ଦର୍ଶାଇବା ପାଇଁ ସମୟ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ନଭେମ୍ୱର ମାସ ୨୦ତାରିଖକୁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ବିଡିଏ ଆଶ୍ରମ ଭିତରେ ଥିବା ଘର ଓ ମନ୍ଦିର ନିର୍ମାଣ ବିଡିଏର ବିନା ଅନୁମତିରେ ହୋଇଥିବା ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ।
Advertisment
ସୂଚନାଯୋଗ୍ୟ, ଅକ୍ଟୋବର ୮ ତାରିଖରେ ସୁର ବାବା ଓ ୩୮ ଜଣଙ୍କ ବିରୋଧରେ ଘଟଣା ଘଟିବାର ୭ ଦିନ ମଧ୍ୟରେ ନୋଟିସ୍ କରିଥିଲେ ବିଡିଏର ଓଡିଏ କୋର୍ଟ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
