Advertisment

ସୁନା ଶଙ୍ଖ ଲୋଭ ଦେଖାଇ ୨ ଗିରଫ

ନକଲି ସୁନାଶଙ୍ଖ କାରବାର ଅଭିଯୋଗରେ ୨ ଗିରଫ। ବିକ୍ରି କରିଥିବା ଲୋକ ଏବଂ କିଣିଥିବା ଲୋକ ଉଭୟଙ୍କୁ ଗିରଫ କଲା ପୋଲିସ। ବିକ୍ରେତାକୁ ଠକେଇ ପାଇଁ ଓ କ୍ରେତାକୁ ଅପହରଣ ଅଭିଯୋଗରେ ଗିରଫ। ଠକେଇର ଶିକାର ବ୍ୟକ୍ତି ମଧ୍ୟପ୍ରଦେଶର, ଠକିଥିବା ଲୋକ ମୈଦଲପୁରର ବୋଲି ଜଣାପଡିଛି।

author-image
Debendra Prusty

Golden Conch