Advertisment

ହାତ ଛାଡ଼ିଲା ବିଜେଡି, ହାତକଡ଼ା ପିନ୍ଧାଇଲା ପୁଲିସ

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଡ଼ିଓ କଲ ଭାଇରାଲ, ପରିବାର ଲୋକଙ୍କ ବୟାନ ଏବଂ ତରିବରିଆ ଭାବେ ନାବାଳିକାର ଶବ ସତ୍କାର କରିଦେବା, କେବଳ ପୁଲିସକୁ ଯେତିକି ଚକିତ କରିନଥିଲା, ତାଠୁ ଅଧିକ ସାଧାରଣ ଲୋକଙ୍କୁ ଚକିତ କରିଥିଲା।

author-image
Manoj Swain

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଡ଼ିଓ କଲ ଭାଇରାଲ, ପରିବାର ଲୋକଙ୍କ ବୟାନ ଏବଂ ତରିବରିଆ ଭାବେ ନାବାଳିକାର ଶବ ସତ୍କାର କରିଦେବା, କେବଳ ପୁଲିସକୁ ଯେତିକି ଚକିତ କରିନଥିଲା, ତାଠୁ ଅଧିକ ସାଧାରଣ ଲୋକଙ୍କୁ ଚକିତ କରିଥିଲା। ହାତ ଛାଡ଼ିଦେଲା ବିଜେଡି ଆଉ ହାତକଡ଼ି ପିନ୍ଧାଇ ଘୋଷାରି ଘୋଷାରି ନେଲା ପୁଲିସ ।

Advertisment
Mahanga Murder Case Odisha