ଏସ୍‌ଟିଏଫ୍ କବଳରେ ଦୁଇ ଫେରାର ନିଶା ମାଫିଆ

ପୂର୍ବରୁ ଦୁହେଁ ଚଢ଼ାଉ ବେଳେ ଫେରାର ହେବାର ସଫଳ ହୋଇଥିଲେ। ଏଥର ଫସିଗଲେ।

Sadam and Chitaranjan PhotoOR

ନିଶା ମାଫିଆ ସଦାମ ଓ ଚିତ୍ତରଞ୍ଜନ

Jitendra Garnayak
  • Published: Sunday, 01 October 2023
  • Updated: 01 October 2023, 02:31 PM IST

Sports

Latest News

ସ୍ପେଶାଲ ଟାକ୍ସ ଫୋର୍ସ (STF) ହାତରେ ଧରାପଡ଼ିଛନ୍ତି ଦୁଇ ଫେରାର ନିଶା ମାଫିଆ। ସେମାନେ ହେଲେ- ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରା।

ପିପିଲି ଦାନଗୋହୀରିର ଏମ.ଡି. ସଦାମ ବିରୋଧରେ NDPS ଓ ARMS actରେ ମାମଲା ଥିଲା। ୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଚଢ଼ାଉ ବେଳେ ଏସ୍‌ଟିଏଫ୍‌ ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ତା’ସହିତ ୩ଟି 7 ଏମ୍‌ଏମ୍ ପିସ୍ତଲ, ୭ଟି ମାଗାଜିନ୍, 7 ଏମ୍‌ଏମ୍‌ର ୪୩ଟି ଗୁଳି ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା। ତେବେ ସଦାମ ସେଠାରୁ ଖସି ପଳାଇଥିଲା। ଫେରାର ହେବାର ଦେଢ଼ ବର୍ଷ ପରେ ଏସ୍‌ଟିଏଫ୍ ଗତ ଶୁକ୍ରବାର ତାକୁ ଧରିବାରେ ସଫଳ ହୋଇଥିବା ବେଳେ ଗତକାଲି କୋର୍ଟ ଚାଲାଣ କରିଛି।

Also Read

ସେହିପରି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋପାଳପ୍ରସାଦର ଚିତ୍ତରଞ୍ଜନ ବେହେରାକୁ ଗିରଫ କରିଛି ଏସ୍‌ଟିଏଫ୍‌। ୨୦୨୧ ଡିସେମ୍ବର ୨୦ରେ ଏସ୍‌ଟିଏଫ୍ ଚଢ଼ାଉ କରି ଏକ କେଜିରୁ ଅଧିକ ବ୍ରାଉନସୁଗର ଜବତ କରିଥିଲା ଏସ୍‌ଟିଏଫ୍‌। ତେବେ ସେହି ଚଢ଼ାଉ ବେଳେ ଚିତ୍ତରଞ୍ଜନ ଫେରାର ହୋଇଯିବାର ସଫଳ ହୋଇଥିଲା। ଗତକାଲି ଏସ୍‌ଟିଏଫ୍‌ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story