ଦୁଇଟି ହାତୀ ଦାନ୍ତ ଜବତ, ୧୦ ଗିରଫ

ହାତୀ ଦାନ୍ତ ନେଇ ଆସୁଥିବା ଥିବା ବେଳ ଦଶ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଜୋଡ଼ା ହାତୀ ଦାନ୍ତ ଜବତ୍

Two ivory seized PhotoOR

ହାତୀ ଦାନ୍ତ ଜବତ ସହ ୧୦ ଗିରଫ

Biswajit Samal
  • Published: Tuesday, 06 February 2024
  • Updated: 06 February 2024, 08:13 PM IST

Sports

Latest News

ହାତୀଦାନ୍ତ କାରବାର ବେଳେ ମାଡ଼ି ବସିଲା ବନ ବିଭାଗ ଟିମ୍। ଦୁଇ ହାତୀ ଦାନ୍ତ ଜବତ ସହ ୧୦ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ସମସ୍ତେ ଶିମିଳିପାଳକୁ ଲାଗିକରି ଥିବା ବିଭିନ୍ନ ଗାଁର।

ହାତୀ ଦାନ୍ତ ନେଇ ଆସୁଥିବା ଥିବା ବେଳ ଦଶ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଜୋଡ଼ା ହାତୀ ଦାନ୍ତ ଜବତ୍ କରିଛି ବନବିଭାଗ ଟିମ୍। ଗିରଫ ବ୍ୟକ୍ତିଙ୍କ ନିକଟରୁ ୩୦ କିଲୋର ଦୁଇଟି ବଡ଼ ହାତୀ ଦାନ୍ତ ଜବତ ହୋଇଛି। ଦକ୍ଷିଣ ଓ ଉତ୍ତର ଶିମିଳିପାଳ, ବାରିପଦା ଏବଂ ରାଇରଙ୍ଗପୁର ବନ ବିଭାଗ ସହ ପୁରୀ ବନ ବିଭାଗର ଏକ ଟିମ୍ ଏହି ଚଢାଉ କରିଥିଲା। ହାତୀ ଦାନ୍ତ ବିକ୍ରି ନେଇ ମୟୂରଭଞ୍ଜ ଯଶିପୁର ଅଞ୍ଚଳରେ ଚଢ଼ାଉ କରିଥିଲେ।

Also Read

ହାତୀ ଦାନ୍ତ ଚୋରା ଚାଲାଣର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ଓ ହାତୀକୁ କେଉଁଠି ଶିକାର କରିଛନ୍ତି ସେ ନେଇ ବନବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story