ଅନୁଗୋଳ: ନକଲି ଔଷଧ ବିକ୍ରି ଅଭିଯୋଗରେ ୨ ଦୋକାନ ସିଲ୍‌

ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳ ସହରରେ ଦୁଇଟି ଔଷଧ ଦୋକାନକୁ ସିଲ୍‌ କରି ଦିଆଯାଇଛି।

Medicine Store PhotoOR

ସିଲ୍ ଔଷଧ ଦୋକାନ

Jitendra Garnayak
  • Published: Thursday, 06 July 2023
  • Updated: 06 July 2023, 06:42 PM IST

Sports

Latest News

ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳ ସହରରେ ଦୁଇଟି ଔଷଧ ଦୋକାନକୁ ସିଲ୍‌ କରି ଦିଆଯାଇଛି। ମା ବୁଢ଼ୀ ମେଡିସିନ ଷ୍ଟୋର ଓ ଗଣପତି ଏଣ୍ଟରପ୍ରାଇଜେସର ଦୋକାନକୁ ସିଲ୍‌ କରିଛି ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌।

ଏହି ଦୁଇଟି ଔଷଧ ଦୋକାନରେ ନକଲି Pantocid DSR ‍ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ଯାକ ଔଷଧ ଦୋକାନକୁ ସିଲ୍‌ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story