Medicine Store
Advertisment
ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳ ସହରରେ ଦୁଇଟି ଔଷଧ ଦୋକାନକୁ ସିଲ୍ କରି ଦିଆଯାଇଛି। ମା ବୁଢ଼ୀ ମେଡିସିନ ଷ୍ଟୋର ଓ ଗଣପତି ଏଣ୍ଟରପ୍ରାଇଜେସର ଦୋକାନକୁ ସିଲ୍ କରିଛି ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍।
Advertisment
ଏହି ଦୁଇଟି ଔଷଧ ଦୋକାନରେ ନକଲି Pantocid DSR ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ଯାକ ଔଷଧ ଦୋକାନକୁ ସିଲ୍ କରି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1688648993.jpg)