Advertisment

ଜୁଇରୁ ଖାଇଗଲେ ଶବର ମାଂସ

ମଦ ନିଶାରେ ଅଧା ପୋଡ଼ା ମଣିଷ ମାଂସ ଖାଇଗଲେ।

author-image
Manoj Swain
ଅଦ୍ୟତନ ହୋଇଛି

ମଦ ନିଶାରେ ଯେ ମଣିଷ ଏଭଳି ଘୃଣ୍ୟ କାମ କରେ ତାର ଏହା ହେଉଛି ଏକ ଉଦାହରଣ । ପୁରା ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମଦ ନିଶାରେ ଦୁଇ ଜଣ ବ୍ୟକ୍ତି ଜୁଇରୁ ଯୁବତୀଙ୍କ ଅଧା ପୋଡା ମାଂସ ଆଣି ଖାଇଲେ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଘଟିଛି ଏପରି ଅମାନୁଷିକ ଘୃଣ୍ୟ ଘଟଣା ।

Advertisment
Odisha