ଜେଲରୁ ଫେରାର ମାରିଲେ ୨ କଏଦୀ !

ଉଭୟ ଭିନ୍ନ ଭିନ୍ନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ।

Manoj Swain
  • Published: Sunday, 10 March 2024
  • Updated: 10 March 2024, 07:06 PM IST

Sports

Latest News

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଉଭୟ ଭିନ୍ନ ଭିନ୍ନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ। ଫେରାର ହୋଇଯାଇଥିବା ହତ୍ୟାକାରୀମାନେ ହେଉଛନ୍ତି ଶୋଭାବନ ରଣା ଓ ସୁମିତ କୁମାର ବିହାରୀ। ଶୋଭାବନ ୩ ବର୍ଷ ହେଲା ସଜା କାଟୁଥିବା ବେଳେ ସୁମିତ ୨ ବର୍ଷ ହେଲା ସଜା କାଟୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos