Advertisment

ରାଜଧାନୀରେ ବୁଲୁଛନ୍ତି ଛୁଆ ଚୋର

ଭୁବନେଶ୍ବରରେ ବୁଲୁଛନ୍ତି କଳାମୁଖା ପିନ୍ଧା ଛୁଆ ଚୋର।

author-image
Manoj Swain

ଭୁବନେଶ୍ବରରେ ବୁଲୁଛନ୍ତି କଳାମୁଖା ପିନ୍ଧା ଛୁଆ ଚୋର। ଟେର୍ ମାରୁଛନ୍ତି ଆଉ ମଉକା ଦେଖିବା ମାତ୍ରେ ଉଠାଇ ନେଉଛନ୍ତି। ୨ ସ୍କୁଲ ପିଲାଙ୍କୁ ଭୁବନେଶ୍ବରରୁ ଅପହରଣ ପରେ ଚାରିଆଡ଼େ ପଡିଛି ଚହଳ। ଉଦ୍ଧାର ଛାତ୍ର କହିଲେ, ଆମ ଭଳି ଏମିତି ଅନେକ ପିଲା ଥିଲେ। ଦୁର୍ବୃତ୍ତ ନଥିବା ଅବସ୍ଥାରେ ଖସି ଆସିବାରୁ ଜୀବନ ବଞ୍ଚିଗଲା।

Advertisment
Odisha Missing Child