ପଞ୍ଚାୟତ ଅଫିସରେ କଳାକନା ବୁଲାଇଦେଲେ

ପଞ୍ଚାୟତ ଅଫିସର ତାଲା ଭାଙ୍ଗି ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ।

Loot PhotoOR

ପଞ୍ଚାୟତ ଅଫିସରୁ ଲୁଟିନେଲେ

Tapaswini Nayak
  • Published: Wednesday, 07 February 2024
  • Updated: 07 February 2024, 09:57 AM IST

Sports

Latest News

ପଞ୍ଚାୟତ ଅଫିସରେ ତାଲା ଭାଙ୍ଗି ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ଅଫିସରେ।

ଗତକାଲି ବିଳମ୍ବିତ ରାତିରେ ବାଉଁଶପାଳ ପଞ୍ଚାୟତ ଅଫିସରେ ପଶି ଟିଭି, ଇନଭର୍ଟର, ବ୍ୟାଟେରୀ,ସାଉଣ୍ଡ ମେସିନ, ଅଫିସ ସାମଗ୍ରୀ, ହରିଶ୍ଚନ୍ଦ୍ର ଯୋଜନା ପାଇଁ ଥିବା ପ୍ରାୟ ୩୦ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି।

Also Read

ଆଜି ସକାଳେ ରାତ୍ର ଜଗୁଆଳୀ ଦୁଷ୍ମନ୍ତ ପାତ୍ର ପଞ୍ଚାୟତ ଅଫିସରେ ସମସ୍ତ ଘରର କବାଟ ତାଲା ସହିତ ଗଡ଼ରେଜ ଭଙ୍ଗା ହୋଇ ପଡ଼ିଥିବା ଦେଖିଥିଲେ। ଏନେଇ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଏନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ ଆଲମାରୀରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସହିତ ବହୁମୂଲ୍ୟ ସାମଗ୍ରୀ ଚୋରି ହୋଇଥିବା ଅନୁମାନ କରାଯାଉଛି। ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି କାମାକ୍ଷାନଗର ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story