Advertisment

ଜୀବନ ରକ୍ଷା କରୁଥିବା ଡାକ୍ତର ସାଜିଲେ ହତ୍ୟାକାରୀ

ଜୀବନ ରକ୍ଷା କରୁଥିବା ଡାକ୍ତର ହିଁ ସାଜିଲେ ହତ୍ୟାକାରୀ। ନିଜ ସ୍ତ୍ରୀ, ପୁଅ ଓ ଝିଅକୁ ଅତି ନିର୍ମମ ଭାବେ କଲେ ହତ୍ୟା। ଏହାପରେ ନିଜେ ଝୁଲି ପଡିଲେ।

author-image
Manoj Swain

ଜୀବନ ରକ୍ଷା କରୁଥିବା ଡାକ୍ତର ହିଁ ସାଜିଲେ ହତ୍ୟାକାରୀ। ନିଜ ସ୍ତ୍ରୀ, ପୁଅ ଓ ଝିଅକୁ ଅତି ନିର୍ମମ ଭାବେ କଲେ ହତ୍ୟା। ଏହାପରେ ନିଜେ ଝୁଲି ପଡିଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ରାଏବରେଲିରେ। ଡାକ୍ତର ଅରୁଣ ସିଂହ ଦୀର୍ଘ ଦିନ ଧରି ଡିପ୍ରେସନରେ ଥିଲେ। ଏହି ଡିପ୍ରେସନ ଯୋଗୁ ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି।

Advertisment
Murder Uttar Pradesh Doctor