ସ୍ୱପ୍ନ ଦେଖୁଥିଲେ IAS ହେବେ, ପ୍ରେମରେ ପଡ଼ି ପାଲଟିଗଲେ ଆସାମୀ | Odisha Reporter
ରାଜଧାନୀର ଏକ ପ୍ରତିଷ୍ଠିତ ସରକାରୀ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ପାସ୍ ଆଉଟ୍ ପରେ ଚିନ୍ତା କରିଥିଲେ ପାଠପଢ଼ି ଜଣେ ଆଇଏଏସ ହେବେ । କିନ୍ତୁ ବନ୍ଧବୀଙ୍କ ପଛରେ ପଡ଼ି ନିଜ କ୍ୟାରିୟରକୁ ପୂରା ବର୍ବାଦ କରିବା ସହ ବନ୍ଧା ହୋଇ ଜେଲ ଗଲେ ଏହି ଯୁବକ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
