ରାଜଧାନୀର ଏକ ପ୍ରତିଷ୍ଠିତ ସରକାରୀ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ପାସ୍ ଆଉଟ୍ ପରେ ଚିନ୍ତା କରିଥିଲେ ପାଠପଢ଼ି ଜଣେ ଆଇଏଏସ ହେବେ । କିନ୍ତୁ ବନ୍ଧବୀଙ୍କ ପଛରେ ପଡ଼ି ନିଜ କ୍ୟାରିୟରକୁ ପୂରା ବର୍ବାଦ କରିବା ସହ ବନ୍ଧା ହୋଇ ଜେଲ ଗଲେ ଏହି ଯୁବକ। ଦେଖନ୍ତୁ ପୂରା ରିପୋର୍ଟ।