ଗୋଟିଏ ଦିନରେ ୬ଟି ଦୁର୍ନୀତି ମାମଲାର ରାୟ: ୫ ସରପଂଚଙ୍କ ସମେତ ୧୪ ଅଭିଯୁକ୍ତଙ୍କୁ ଜେଲ୍ ଓ ଜୋରିମାନା

ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକରେ ୫ଟି ପଂଚାୟତରେ ଶସ୍ତାମାନର ସୋଡିୟମ ଭାପର ଲାଇଟ୍ ଲଗାଇ ସରକାର ଅର୍ଥ ତୋଷାରପାତ ଅଭିଯୋଗରେ ୫ ଜଣ ପୂର୍ବତନ ସରପଂଚ ଓ ଜଣେ ଇଲେକ୍ଟ୍ରିକ ଉପକରଣ ସପ୍ଲାଏରଙ୍କୁ ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନରେ ଦଣ୍ଡିତ କରିଛନ୍ତି ।

Judgment

Representative Image

Ordigital Desk
  • Published: Saturday, 30 November 2024
  • Updated: 30 November 2024, 10:28 PM IST

ଆଜି ଗୋଟିଏ ଦିନରେ ୬ଟି ଦୁର୍ନୀତି ମାମଲାର ଭିନ୍ନ ଭିନ୍ନ ଶୁଣାଣି କରି ଭିଜିଲାନ୍ସ କୋର୍ଟ ମୋଟ ୧୪ଜଣ ଅଭିଯୁକ୍ତଙ୍କୁ ଜେଲ୍ ଓ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ୫ଜଣ ପୂର୍ବତନ ସରପଂଚ, ୨ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଆକାଉଣ୍ଟାଣ୍ଟ, ଜଣେ ଟ୍ୟାକ୍ସ କଲେକ୍ଟର ଓ ଅନ୍ୟ ୫ଜଣ ବ୍ୟକ୍ତିସାମିଲ ଅଛନ୍ତି ।

ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକରେ ୫ଟି ପଂଚାୟତରେ ଶସ୍ତାମାନର ସୋଡିୟମ ଭାପର ଲାଇଟ୍ ଲଗାଇ ସରକାର ଅର୍ଥ ତୋଷାରପାତ ଅଭିଯୋଗରେ ୫ ଜଣ ପୂର୍ବତନ ସରପଂଚ ଓ ଜଣେ ଇଲେକ୍ଟ୍ରିକ ଉପକରଣ ସପ୍ଲାଏରଙ୍କୁ ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥ ତୋଷାରପାତ ଓ ଦୁର୍ନୀତି ମାମଲାରେ ଉଦଳା ବ୍ଲକର ଖଳାଡ଼ି ପଂଚାୟତର ପୂର୍ବତନ ସରପଂଚ ସୀତା ବାସ୍କେ, ସିଦ୍ଧମାଚନ୍ଦ୍ରପୁରର ପୂର୍ବତନ ସରପଂଚ ମହାଦେବ ଟୁଡ଼ୁ, ରାଢ଼ୋ ପଂଚାୟତର ପୂର୍ବତନ ସରପଂଚ ବାସେନ୍ ମାରାଣ୍ଡି, ବଡ଼ସିଙ୍ଗାରିଆ ପଂଚାୟତର ପୂର୍ବତନ ସରପଂଚ ଜତିନ୍ଦ୍ର ସିଂ ଓ କୁଣ୍ଡାବାଇ ପଂଚାୟତର ପୂର୍ବତନ ସରପଂଚ ବୁଦ୍ଧିରାମ ସିଂଙ୍କ ସମେତ ସପ୍ଲାଏର ସଞ୍ଜୟ କୁମାର ଦାସଙ୍କୁ ଜେଲ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।

Also Read

ସେହିପରି କେନ୍ଦୁଝରର ଚମ୍ପୁଆ ବ୍ଲକରେ ମେରାମେଡ଼ା ନାଳ ଉପରେ ପିସିବି ନିର୍ମାଣରେ ଦୁର୍ନୀତି ଅଭିଯୋଗରେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଚମ୍ପୁଆ ଆଇଟିଡିଏର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଶିବାନନ୍ଦ ପଟ୍ଟଡ଼ାୟକ, ପୂର୍ବତନ ଜେଇ ଶକ୍ତିରଞ୍ଜନ ସିଂସାମନ୍ତ ଓ ଅନ୍ୟ ଜଣେ ବ୍ୟକ୍ତି ଚର୍ତୁଭୁଜ ବେହେରାଙ୍କୁ ୪ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏହି ୩ଜଣ ଯାକ ଅଭିଯୁକ୍ତଙ୍କୁ ଆଜି ଜେଲ ପଠାଇ ଦିଆଯାଇଛି । ଶ୍ରୀ ସିଂସାମନ୍ତଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ସମେତ ଶିବାନନ୍ଦ ପଟ୍ଟନାୟକଙ୍କ ପେନସନ୍ ବନ୍ଦ ନିମନ୍ତେ ଭିଜିଲାନ୍ସ ରାଜ୍ୟ ସରକାରଙ୍କୁ ଅବଗତ କରାଇବ ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ୪ଟି ମାମଲାରେ ମଧ୍ୟ ଭିଜିଲାନ୍ସ କୋର୍ଟ ଆଜି ଅଭିଯୁକ୍ତଙ୍କୁ ଜେଲ ଓ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story