Advertisment

ଲାଞ୍ଚୁଆ ନର୍ସଦିଦିଙ୍କ ଟଙ୍କା ବଣ୍ଟା ଭିଡିଓ ଭାଇରାଲ

ବଲାଙ୍ଗିର ବଡ଼ ମେଡିକାଲରେ ଲଜ୍ଜାଜନକ ଘଟଣା । ପ୍ରସୂତି ବିଭାଗରେ ଟଙ୍କା କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବଡ଼ ମେଡିକାଲ ।

ଅଦ୍ୟତନ ହୋଇଛି
Advertisment

ହାତଗୁଞ୍ଜା ନଦେଲେ ଦାଦାଗିରି ଦେଖାଉଛନ୍ତି ନର୍ସଦିଦି । ମିଠା ଖାଇବା ବାହାନାରେ ଟଙ୍କା ମାଗୁଛନ୍ତି ତ ପୁଣି ଜୋର ଜବରଦସ୍ତ । ଟଙ୍କା ଆଦାୟ କରିବା ପରେ ଦିଦି-ଦିଦିଙ୍କ ଭିତରେ ଚାଲିଛି ଭାଗବଣ୍ଟା । ଏଠି କହିବେ କାହାକୁ ଶୁଣିବ କିଏ ? ହଇରାଣ ହରକତ ହେଉଛନ୍ତି ଗରିବଗୁରୁବା ଲୋକେ। ଦିଦିଙ୍କ ଭିଡିଓ ଓ ଅଡିଓ ଶୁଣିଲେ ମୁଣ୍ଡରେ ହାତ ଦେବେ। ବଲାଙ୍ଗିର ବଡ଼ ମେଡିକାଲ ଭିତରେ ନିଜ ନିଜ ଭିତରେ, ଦିନ ତମାମର ଲାଞ୍ଚ ଟଙ୍କା ଭାଗବଣ୍ଟା କେମିତି ଚାଲିଛି ଦେଖନ୍ତୁ। ତେବେ ପ୍ରସୂତି ବିଭାଗରେ ଟଙ୍କା କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବଡ଼ ମେଡିକାଲ ।

Advertisment
Odisha Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe