Advertisment

ଇଏ ପୁଲିସ ଷ୍ଟେସନ ନା କ୍ଲବ ଘର ?

ପୁଲିସ ଷ୍ଟେସନ ଏକ ଏମିତି ସ୍ଥାନ ଯେଉଁଠି ଲୋକେ ଅଭିଯୋଗ ଧରି ଆସନ୍ତି ଆଉ ନ୍ୟାୟ ପାଇଁ ପୁଲିସ ବାବୁଙ୍କୁ ଗୁହାରି କରନ୍ତି । କିନ୍ତୁ ଯଦି ପୁଲିସ ଷ୍ଟେସନ କ୍ଲବ ଘର ପାଲଟିଯିବ ତେବେ ଲୋକେ କୁଆଡ଼େ ଯିବେ ଏବଂ ପୀଡ଼ିତା କାହାକୁ ଗୁହାରି କରିବେ ?

author-image
Manoj Swain

ପୁଲିସ ଷ୍ଟେସନ ଏକ ଏମିତି ସ୍ଥାନ ଯେଉଁଠି ଲୋକେ ଅଭିଯୋଗ ଧରି ଆସନ୍ତି ଆଉ ନ୍ୟାୟ ପାଇଁ ପୁଲିସ ବାବୁଙ୍କୁ ଗୁହାରି କରନ୍ତି । କିନ୍ତୁ ଯଦି ପୁଲିସ ଷ୍ଟେସନ କ୍ଲବ ଘର ପାଲଟିଯିବ ତେବେ ଲୋକେ କୁଆଡ଼େ ଯିବେ ଏବଂ ପୀଡ଼ିତା କାହାକୁ ଗୁହାରି କରିବେ ? ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment
Odisha Balasore