ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଣି ଜଣେ ବଡ଼ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ଭୁବନେଶ୍ୱରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଆପାର୍ଟମେଣ୍ଟ, ପାଣ୍ଡରାରେ ଗୋଟିଏ ଫ୍ଲାଟ ଓ ଢେଙ୍କାନାଳରେ ଗୋଟିଏ କ୍ରସର ଥିବା ଜଣାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ ଦୁର୍ବ୍ୟବହାର ସହ ଥାର୍ଡ ଡିଗ୍ରୀ ଦେବା ପଛର କାରଣ କ’ଣ ?
ଭୁବନେଶ୍ୱର ଅଧୀନ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି।
Crime
ଡାକ୍ତରଖାନାରେ ଚପଲ କାଢ଼ିବାକୁ ନେଇ ତୁମୁଳକାଣ୍ତ, ଡାକ୍ତରଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଯୁବକ
ଏହି ଘଟଣାରେ ୱାର୍ଡରେ ରଖାଯାଇଥିବା ଔଷଧ ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ନଷ୍ଟ ହୋଇଯାଇଥିଲା। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
Crime
୧୪ ବର୍ଷର ପ୍ରେମିକା ୬ ମାସର ଗର୍ଭବତୀ; ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା ପ୍ରେମିକ!
ଗତ ୭ ତାରିଖ ସନ୍ଧ୍ୟାରେ ଘରେ ରେଶ୍ମା ଏକାକୀ ଥିଲେ। ଠିକ୍ ସେହି ସମୟରେ ଶିବା ତାଙ୍କ ଘରେ ପହଞ୍ଚିଥିଲେ। ଆଉ ବାହାନା କରି ଘରୁ ଡାକି ନେଇଥିଲେ। ହେଲେ ରେଶ୍ମା ଜାଣିନଥିଲେ ଶିବାଙ୍କ ମନ ଭିତରର ମାୟା। କାଳ ରାତି ମାଡ଼ିଆସୁଥିଲେ ସୁଦ୍ଧା ତାଙ୍କ ସହିତ ଚାଲି ଯାଇଥିଲେ।
Crime
ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା; କାର୍ଯ୍ୟାନୁଷ୍ଠାନ ଦାବିରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆନ୍ଦୋଳନ
ଭୁବନେଶ୍ବର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଘଟଣା । ପୁଲିସ ସେବା ଭବନ ନିକଟରେ ସେନାର ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତିବାଦ ।
Crime
ଛାତ୍ରୀଙ୍କୁ ଯୌନ ନିର୍ଯାତନା; ଆସୋସିଏଟ୍ ପ୍ରଫେସର ନିଲମ୍ବିତ
ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍ସେହି ସମୟରେ ନିଜ ବିଭାଗର ଜଣେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ।