ବାବୁଙ୍କୁ ପଚାରିଲେ କହିବେ, କେମିତି କମାଇଲେ ଏତେ ମାଲ || Vigilance Raids || Former R&B; Chief Engineer || OR
Advertisment
ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ଆଖି ଖୋସି ହେଲା ଭଳି ସମ୍ପତ୍ତି ଭିଜଲାନ୍ସ ହାତରେ ଲାଗିଛି। ଦେଖିଲେ ବିଶ୍ବାସ କରିପାରିବେନି ଯେ, ଚାକିରି କାଳରେ ବାବୁ କେତେ କମାଇଛନ୍ତି । ଟଙ୍କା ସହ ପର୍ଯ୍ୟପ୍ତ ପରିମାଣର ସୁନା, ହୀରା ଏବଂ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us