Advertisment

କାହିଁକି ଖସୁଛନ୍ତି ବାବୁ ?

ଭୁବନେଶ୍ବରରେ ଅବସ୍ଥାପିତ ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ 4ଟି ଜିଲ୍ଲାରେ ଥିବା ସମ୍ପତ୍ତି ଉପରେ ଭିଜିଲାନ୍ସ ରେଡ୍ କରିବା ଘଟଣା ଏବେ ମିଡିଆର ଟପ୍ ଖବର ହୋଇଛି।

ଅଦ୍ୟତନ ହୋଇଛି
Advertisment

ଭୁବନେଶ୍ବରରେ ଅବସ୍ଥାପିତ ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ 4ଟି ଜିଲ୍ଲାରେ ଥିବା ସମ୍ପତ୍ତି ଉପରେ ଭିଜିଲାନ୍ସ ରେଡ୍ କରିବା ଘଟଣା ଏବେ ମିଡିଆର ଟପ୍ ଖବର ହୋଇଛି। ଶ୍ରୀ ମିଶ୍ରଙ୍କ ନିକଟରୁ ଭୁବନେଶ୍ବରରେ ଦୁଇଟି ଘର ଓ ଫ୍ଲାଟ ସମେତ ବରଗଡ଼, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ 6ଟି ବିଲ୍ଡିଂ ମିଳିବା ଏବଂ ସୁବର୍ଣ୍ଣପୁରରେ 47ଟି ପ୍ଲଟ ସମେତ ମୋଟ 52 ପ୍ଲଟ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vigilance Raid Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe