Advertisment

ନବୀନ ନିବାସରେ ଡ୍ୟୁଟି କରିଥିଲେ ସୁଶାନ୍ତ !

ଏଯାବତ୍ ଆଇଆଇସିଙ୍କ ପାଖରୁ ୩୭ ଲକ୍ଷ ଟଙ୍କା ଜବତ କରି ସାରିଲାଣି ଭିଜିଲାନ୍ସ।

Advertisment

ଚର୍ଚ୍ଚାରେ ବୈପାରୀଗୁଡ଼ା ଥାନା ଆଇଆଇସି। ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ ଘରୁ ମିଳୁଛି ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍। ଗତକାଲି ଭିଜିଲାନ୍ସ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ବେଳେ ଆଜି ସକାଳେ ଆଇଆଇସିଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଛି। ଏଯାବତ୍ ଆଇଆଇସିଙ୍କ ପାଖରୁ ୩୭ ଲକ୍ଷ ଟଙ୍କା ଜବତ କରି ସାରିଲାଣି ଭିଜିଲାନ୍ସ।

Advertisment
Vigilance Raid Odisha Police Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe