କିଏ ମକା ଚୋରି କଲା? କାହାକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ?

ମକା ଚୋରି ହୋଇଥିବା ଅଭିଯୋଗରେ ଜମି ମାଲିକ ଓ ଗାଁ ଲୋକେ ମିଶି ରଙ୍ଗ ମିସ୍ତ୍ରୀମାନଙ୍କୁ ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରିଥିଲେ। ଠେଙ୍ଗା ଓ କାଠ ଫାଳିଆରେ ଅତି ନିର୍ମମ ଭାବେ ପିଟୁଥିବା ଦେଖିବାକୁ ମିଳିଥିଲା।

Panter PhotoOR

ରଙ୍ଗ ମିସ୍ତ୍ରୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଉଛି

Manoranjan Sial
  • Published: Friday, 08 September 2023
  • Updated: 08 September 2023, 05:08 PM IST

Sports

Latest News

କିଏ ମକା ଚୋରି କରିଥିଲା? କାହାକୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଲେ? ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ପ୍ରକୃତରେ କଥା ହେଉଛି, କଳାହାଣ୍ଡି ଜିଲ୍ଲାର କିଛି ଶ୍ରମିକ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ନବ ନିର୍ମିତ ଷ୍ଟାଡିୟମ୍‌ରେ ରଙ୍ଗଦେବା ପାଇଁ ଆସିଥିଲେ। ମକା ଚୋରି ଅଭିଯୋଗରେ ସେମାନଙ୍କୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଭିଡିଓ ଭାଇରାଲ୍‌ ସତ୍ତ୍ୱେ ପୁଲିସ୍‌ ଚୁପ୍‌ କାହିଁକି?

ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିକଟରେ ନିର୍ମାଣ ହେଉଛି ଇନଡୋର୍‌ ଷ୍ଟାଡିୟମ ଗୃହ। ସେଥିରେ ରଙ୍ଗ ମାରିବା କାମରେ କଳାହାଣ୍ଡି ଜିଲ୍ଲାର ୧୦ରୁ ଅଧିକ ରଙ୍ଗମିସ୍ତ୍ରୀ ନିୟୋଜିତ ହୋଇଥିଲେ। ସେମାନେ ସେଠାରେ ରହି ନବ ନିର୍ମିତ ଷ୍ଟାଡିୟମ ଗୃହରେ ରଙ୍ଗ ମାରୁଥିଲେ। ସେମାନଙ୍କ ନାଁରେ ଆସିଥିଲା ଗୁରୁତର ଅଭିଯୋଗ। ସେମାନେ କୁଆଡ଼େ ଷ୍ଟାଡିୟମ ନିକଟରେ ଥିବା ମକା ଜମିରୁ ବାରମ୍ବାର ମକା ଚୋରି କରୁଥିଲେ। ଯାହାକୁ ନେଇ ଜମି ମାଲିକ ଓ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Also Read

ମକା ଚୋରି ହୋଇଥିବା ଅଭିଯୋଗରେ ଜମି ମାଲିକ ଓ ଗାଁ ଲୋକେ ମିଶି ରଙ୍ଗ ମିସ୍ତ୍ରୀମାନଙ୍କୁ ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରିଥିଲେ। ଠେଙ୍ଗା ଓ କାଠ ଫାଳିଆରେ ଅତି ନିର୍ମମ ଭାବେ ପିଟୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି। ମାଡ ଖାଇବା ପରେ ଶ୍ରମିକମାନେ କୁଆଡେ ପଳାଇଯାଇଛନ୍ତି।

ସେପଟେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଗାଁ ଲୋକେ ଭାଇରାଲ୍‌ ହେଉଥିବା ଭିଡିଓ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି କେହି ଚୋରି କରିଛି, ତାହାହେଲେ ଥାନା ଓ କୋର୍ଟ କଚେରୀ ରହିଛି। ହେଲେ ବିନା ପ୍ରମାଣରେ ବିଚାର କରି ଦଣ୍ଡ ଦେବାର ଅଧିକାର ଗାଁ ଲୋକଙ୍କର ନାହିଁ। ତେବେ ଦେଖିବାର ରହିଛି, ଭାଇରାଲ୍‌ ହେଉଥିବା ଭିଡିଓକୁ ନେଇ ପୁଲିସ୍‌ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି? ନା ଗାଁ ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇ ଚୁପ୍‌ ବସୁଛି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story