Advertisment

ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ହାଜତରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ଅଭିଯୋଗ

ବାଲେଶ୍ୱର: ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ନୟାଗ୍ରାମ ଥାନା ହାଜତରେ ଜଣେ ଓଡିଆ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ତନଜୁ କୁମାର ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣାପଡିଛି। ରବିବାର ଦିନ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଦାନ୍ତନୁ ଅଭିମୁଖେ ଯାଉଥିବା ଏକ ଗାଡିକୁ ପଶ୍ଚିମବଙ୍ଗର ଦୂର୍ଦ୍ଦାନ୍ତ ଅପରାଧୀ ବାବୁ ଚୌଧୁରୀ ଓ ଓଡ଼ିଶାର ତନଜୁ କୁମାର ଦାସ ଅଟକାଇ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗାଡିକୁ ନୟାଗ୍ରାମ ଅଭିମୁଖେ ନେଉଥିଲେ। […]

ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ହାଜତରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ଅଭିଯୋଗ

jail dead

Advertisment

jail deadବାଲେଶ୍ୱର: ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ନୟାଗ୍ରାମ ଥାନା ହାଜତରେ ଜଣେ ଓଡିଆ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ତନଜୁ କୁମାର ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣାପଡିଛି। ରବିବାର ଦିନ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଦାନ୍ତନୁ ଅଭିମୁଖେ ଯାଉଥିବା ଏକ ଗାଡିକୁ ପଶ୍ଚିମବଙ୍ଗର ଦୂର୍ଦ୍ଦାନ୍ତ ଅପରାଧୀ ବାବୁ ଚୌଧୁରୀ ଓ ଓଡ଼ିଶାର ତନଜୁ କୁମାର ଦାସ ଅଟକାଇ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗାଡିକୁ ନୟାଗ୍ରାମ ଅଭିମୁଖେ ନେଉଥିଲେ। ତେବେ ବାଟରେ ସେମାନଙ୍କୁ ପୋଲିସ ଗିରଫ କରିଥିଲା। କୌଣସି କାରଣରୁ ରବିବାର ଦିନ ହିଁ ପୋଲିସ୍ ହାଜତରେ ତନଜୁ ଦାସଙ୍କର ମୃତ୍ୟୁ ଘଟିଛି।

Advertisment

ଭଦ୍ରକ ସବ୍ ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ପାକ ଦେହୁରୀ। ତେବେ ମୃତ୍ୟୁର କାରଣ ଜଣାପଡି ନ ଥିଲେ ମଧ୍ୟ ସେ ଶ୍ୱାସ ରୋଗରେ ପୀଡିତଥିବା ଅଭିଯୋଗ ହୋଇଛି। ପାକ ଦେହୁରୀ ଗତ ୧୭ ଜୁଲାଇ ୨୦୧୫ରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe