ରାତି ହେଲେ ରାଜଧାନୀରେ କଣ ହୁଏ ? | Odisha Reporter
ରାଜଧାନୀରେ କିଏ ଖଣ୍ଡାରେ ହାଣୁଛି ତ କିଏ କାହାକୁ ଉଠାଇ ନେଉଛି। ରାଜଧାନୀ ହୋଇଗଲାଣି ଅପରାଧୀଙ୍କ ଆଡ୍ଡାସ୍ଥଳୀ। । ଆପାର୍ଟମେଣ୍ଟ ସୋସାଇଟିରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି। ମଙ୍ଗରାଜ ପଏଣ୍ଟରେ ଥିବା ଏକ ଅଟୋ ଶୋ’ ରୁମ୍ର ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣି ପକାଇଛନ୍ତି । ଘନଘନ ପ୍ରେସମିଟ ହେଉଛି ହେଲେ ଧରପଗଡ ହେଉନି। ବାଇପାସ ରୋଡ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପିସିଆରର ଦେଖା ମିଳୁନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
