Advertisment

ରାତି ହେଲେ ରାଜଧାନୀରେ କଣ ହୁଏ ?

ରାଜଧାନୀରେ କିଏ ଖଣ୍ଡାରେ ହାଣୁଛି ତ କିଏ କାହାକୁ ଉଠାଇ ନେଉଛି। ରାଜଧାନୀ ହୋଇଗଲାଣି ଅପରାଧୀଙ୍କ ଆଡ୍ଡାସ୍ଥଳୀ। ।

Advertisment

ରାଜଧାନୀରେ କିଏ ଖଣ୍ଡାରେ ହାଣୁଛି ତ କିଏ କାହାକୁ ଉଠାଇ ନେଉଛି। ରାଜଧାନୀ ହୋଇଗଲାଣି ଅପରାଧୀଙ୍କ ଆଡ୍ଡାସ୍ଥଳୀ। । ଆପାର୍ଟମେଣ୍ଟ ସୋସାଇଟିରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି। ମଙ୍ଗରାଜ ପଏଣ୍ଟରେ ଥିବା ଏକ ଅଟୋ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣି ପକାଇଛନ୍ତି । ଘନଘନ ପ୍ରେସମିଟ ହେଉଛି ହେଲେ ଧରପଗଡ ହେଉନି। ବାଇପାସ ରୋଡ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପିସିଆରର ଦେଖା ମିଳୁନି।

Advertisment
Odisha Bhubaneswar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe