Advertisment

ଜହ୍ନ ଆସିଲେ ଭାଲୁ ହୋଇଯାଉଛି ମଣିଷ !

କଳା ମଚ୍ ମଚ୍ ଚେହେରା ଧରି ଲୋକଙ୍କୁ ଡରାଏ ଆଉ ଲୁଟି ନିଏ ଲକ୍ଷ ଲକ୍ଷ ଟଙ୍କା। ଅନ୍ଧାରରେ ଲୁଚି ରହେ ସୁଯୋଗ ଦେଖି ଲମ୍ଫ ମାରେ ଆଉ ତା ପରେ ସବୁକିଛି ସର୍ବସ୍ବାନ୍ତ କରିଦିଏ। ହେଲେ ବେଶି ଦିନ ତିଷ୍ଠିଲାନି ରାଜାର ଏ ଅନ୍ଧାରିମୁଲକର ଖେଳ। ଶେଷରେ ପୁଲିସ ହାତରେ ଲାଗିଛି ଏଇ ମଣିଷ ଭାଲୁ। ଉଦଳା ଥାନା ବରବାଡି କେନାଲ ଛକ ନିକଟରେ ବିଳମ୍ବିତ ରାତିରେ ଲୁଟ୍ ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ଚଢାଉ କରି ଏଇ ଭାଲୁ ମୁଖା ପିନ୍ଧା ଲୁଟେରାକୁ ଗିରଫ କରିଛି ପୁଲିସ୍।

Odisha Crime Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe