Advertisment

ଘଟଣାରେ ଆଉ କିଏ ସଂପୃକ୍ତ ?

ଜାଣିଶୁଣି ଅବହେଳା ନା ଆଉ କିଛି ? କଣ ସବୁ ପ୍ରମାଣ ଲୁଚା ଯାଇଛି ? ଉଦ୍ଦେଶ୍ୟମୂଳକ ପ୍ରମାଣିତ ହେଲେ ହତ୍ୟା ମାମଲା ରୁଜୁ ହେବ।

author-image
Manoj Swain

କାହା ଚାପରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା କି ? ଘଟଣାରେ ଆଉ କିଏ ସଂପୃକ୍ତ ? ଜାଣିଶୁଣି ଅବହେଳା ନା ଆଉ କିଛି ? କଣ ସବୁ ପ୍ରମାଣ ଲୁଚା ଯାଇଛି ? ଉଦ୍ଦେଶ୍ୟମୂଳକ ପ୍ରମାଣିତ ହେଲେ ହତ୍ୟା ମାମଲା ରୁଜୁ ହେବ। CRS ମଧ୍ୟ ତଦନ୍ତ ରିପୋର୍ଟରେ ମନୁଷ୍ୟକୃତ ତ୍ରୁଟି ଦର୍ଶାଇଥିଲେ। ଭୁବନେଶ୍ବର ଚନ୍ଦକା ଥାନାରେ ସିବିଆଇ ଟିମ୍ ଏହି ପ୍ରସଙ୍ଗରେ ଚଳାଇଛି ଛାନଭିନ ।

Advertisment
BalasoreTrainAccident