ଏହି ତିନି ନା ଆଉ କିଏ ? | Odisha Reporter
Advertisment
କାହା ଚାପରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା କି ? ଘଟଣାରେ ଆଉ କିଏ ସଂପୃକ୍ତ ? ଜାଣିଶୁଣି ଅବହେଳା ନା ଆଉ କିଛି ? କଣ ସବୁ ପ୍ରମାଣ ଲୁଚା ଯାଇଛି ? ଉଦ୍ଦେଶ୍ୟମୂଳକ ପ୍ରମାଣିତ ହେଲେ ହତ୍ୟା ମାମଲା ରୁଜୁ ହେବ। CRS ମଧ୍ୟ ତଦନ୍ତ ରିପୋର୍ଟରେ ମନୁଷ୍ୟକୃତ ତ୍ରୁଟି ଦର୍ଶାଇଥିଲେ। ଭୁବନେଶ୍ବର ଚନ୍ଦକା ଥାନାରେ ସିବିଆଇ ଟିମ୍ ଏହି ପ୍ରସଙ୍ଗରେ ଚଳାଇଛି ଛାନଭିନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us