କିଏ ଭାଇରାଲ କରୁଛି ଗୋପାଳର ପାର୍ଟ ପାର୍ଟ ଭିଡ଼ିଓ ? | Odisha Reporter
Advertisment
ଭାଇରାଲ ହେବାରେ ଲାଗିଛି ଗୋପାଳ ଦାସର ଫଟୋ ଏବଂ ଗୋପାଳ ଦାସର ଭିଡ଼ିଓ। ଦିନକ ପରେ ଦିନେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ସମୟରେ ଗୋପାଳର ଭିଡ଼ିଓ ଭାଇରାଲ ହେଉଛି। ଗୋପାଳର ପାର୍ଟ ପାର୍ଟ ଭିଡ଼ିଓ ଭାଇରାଲ ସିନା ହେଉଛି କିନ୍ତୁ ସେଥିରେ ଗୋପାଳ ଦାସ ବନ୍ଧୁକରେ ଗୁଳି କରିଥିବା ଦୃଶ୍ୟ ସାମ୍ନାକୁ ଆସୁନାହିଁ। ସେନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଗୋପାଳ ଦାସର ଭିଡ଼ିଓକୁ କିଏ କିଏ ପାର୍ଟ ପାର୍ଟ କରି ଭାଇରାଲ କରୁଛି କି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us