ପାଗଳ ସଜେଇବାକୁ କିଏ ବ୍ୟାକୁଳ ? || Gopal Das Is Not Suffering From Mental Illness ||Odisha Reporter
ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ। ଚିନ୍ତା କରିବାର, ବିଚାର କରିବାର ଏମିତିକି ଆଏଟୁ ଆଏ କଣ୍ଟାକ୍ଟ କରି କଥା କହିବାର ସାମର୍ଥ୍ୟ ରଖିଛି। ଜଣେ ସାଧାରଣ ଲୋକର ଆଚାର ବ୍ୟବହାର ଯାହା ରହିଥାଏ ଗୋପାଳ ବି ପୂରାପୂରି ସେମିତି ହିଁ ବ୍ୟବହାର ଦେଖାଉଛି। ଏ କଥା ଆମେ ମନକୁ କହୁନୁ। ବରଂ ଗଲା ତିନି ତାରିଖରେ ଝାରସୁଗୁଡ଼ା ଆଡିସିନାଲ ସେସନ୍ସ ଜଜ କୋର୍ଟଙ୍କ ଅର୍ଡର କପିରେ ଏହା ଅତି ପ୍ରାଞ୍ଜଳ ଭାବେ ଲେଖା ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
