Advertisment

ଡିଜିଙ୍କ ମୁହଁରେ କାହିଁକି ତାଲା?

ପୁଲିସ ଡିଜିଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ। କାହିଁକି ମୁହଁ ଖୋଲୁ ନାହାନ୍ତି ଡିଜିପି? ଏତେ ବଡ଼ ଘଟଣା ପରେ ମୁହଁରେ ତୁଣ୍ଡି। କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ବାବୁ? ଘଟଣାସ୍ଥଳକୁ ଗଲେ ନାହିଁ, କି ପଦୁଟିଏ କହିଲେ ନାହିଁ।

Odisha Odisha Police Naveen Patnaik Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe