ସେଦିନ ବି ଥାଏ ଜନ୍ମାଷ୍ଟମୀ । ତାରିଖ ୨୦୦୮ ଅଗଷ୍ଟ ୨୩ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ଆଡମ୍ବରରେ କରିବାକୁ ଚାଲିଥାଏ ପ୍ରସ୍ତୁତି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ଜଲେଶପଟ୍ଟା ଆଶ୍ରମ ବି ହୋଇଥାଏ ଉତ୍ସବ ମୁଖର । ଦିନଭରି ଅନେକ କାର୍ଯ୍ୟକ୍ରମ ଚାଲିଥାଏ । ଆଉ ସବୁ କାର୍ଯ୍ୟକ୍ରମକୁ ସଫଳ କରିଥାନ୍ତି ଆଶ୍ରମ ମୁଖ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ଏହାପରେ ସଂଧ୍ୟାରେ ମଧ୍ୟ ଆଶ୍ରମରେ କାର୍ଯ୍ୟକ୍ରମ ଚାଲିଥାଏ । ଆଉ ଏହି ସମୟରେ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଜଲେଶପଟ୍ଟା ଆଶ୍ରମକୁ ଧସେଇ ପଶନ୍ତି ୨୫ ଜଣ ମୁଖା ପିନ୍ଧା ବ୍ୟକ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଖଣ୍ଡଖଣ୍ଡ କରିବା ଘଟଣା: କଳା ଯାଦୁ, ଟଙ୍କା ଟ୍ରାନ୍ସଫର ଓ ପରକୀୟା ପ୍ରୀତି!
ଲଣ୍ଡନରେ କାମ କରୁଥିବା ସୌରଭ ଫେବୃଆରୀ ୨୪ରେ ନିଜର ୬ ବର୍ଷର ଝିଅର ଜନ୍ମ ଦିନ ପାଇଁ ଭାରତ ଆସିଥିଲେ। କିନ୍ତୁ ମାର୍ଚ୍ଚ ୪ରେ ତାଙ୍କୁ ହତ୍ୟା କରାଯାଇଥିଲା।

Crime
ପରକୀୟା ପ୍ରୀତି କଥା ଜାଣି ଦେଲେ ସ୍ୱାମୀ: ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ
ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

Crime
ଲଣ୍ଡନ ଫେରନ୍ତା ସ୍ୱାମୀଙ୍କୁ କାହିଁକି ପ୍ରେମିକ ସହ ମିଶି ଖଣ୍ଡ ଖଣ୍ଡ କଲା ପତ୍ନୀ?
ସେ ନିଜର ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମ୍ପରେ ସିମେଣ୍ଟ ଦେଇ ଲୁଚାଇ ଦେଇଛି।

Crime
କାହିଁକି ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି କଲା ପୁଲିସ୍?
ସେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଖବର ଆସିବା ପରେ ଏପରି ଗିରଫଦାରୀ ହୋଇଥିଲା।

Crime
ରକ୍ତଭିଜା ମୃତଦେହ, କଣ୍ଡମ ଓ ଅପ୍ରତ୍ୟାଶିତ ଅତିଥି: କେମିତି ଟ୍ରିପଲ ମର୍ଡରର ଫର୍ଦ୍ଦାଫାସ କରିଥିଲା ପୁଲିସ?
ଘର ଭିତରେ ପୁଲିସ୍ ଯାଞ୍ଚ କରୁଥିବା ବେଳେ ଖୁସବୁଙ୍କ ବେଡରୁମ ଉପରେ ନଜର ପଡ଼ିଥିଲା। ସେଠାରୁ ପୁଲିସ୍କୁ ଗୋଟିଏ କଣ୍ଡମ ମିଳିଥିଲା।