ସରକାରୀ ଜମି’କୁ କାହିଁକି କିଣୁଥିଲେ 4 ଆଇପିଏସ୍ ? | Odisha Reporter
Advertisment
ପାତ୍ରପଡ଼ାର 6 ଏକର ଜମି ବିକ୍ରିରେ ଚଞ୍ଚକତା। 1980 ମସିହାରେ ଚାଷ ପାଇଁ ଆଇଗିଣିଆର ନୃସିଂହ ପ୍ରସାଦ ସୁନ୍ଦରାୟଙ୍କ ପରିବାରର 4ଜଣ ଲୋକ ଲିଜରେ 6 ଏକର ଜମି ପାଇଥିଲେ। ପରେ ଏଭଳି ବାଜେଫସଲ ଜମିରେ ଚାଷ ହେବା ସମ୍ଭବ ନୁହେଁ ଦର୍ଶାଇ ତହସିଲରେ ଉପଯୁକ୍ତ ଶୁଳ୍କ ଦେଇ ଜମିକୁ ଘରବାରି କିସମ କରିଦେଇଥିଲେ। 1980ରୁ 85 ଭିତରେ ଚକବନ୍ଦୀ ଚାଲିଥିବା ବେଳେ ତହସିଲଦାରଙ୍କ ଏଭଳି କ୍ଷମତା ନଥିଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us