ପ୍ରେମିକା ଯେବେ ଭାଉଜ ହେଲେ; ସେତେବେଳେ...

ବଡ଼ ଭାଇଙ୍କ ଅନୁପସ୍ଥିତିରେ ପ୍ରେମିକାରୁ ଭାଉଜ ହୋଇଥିବା ପ୍ରାଚୀଙ୍କ ସହିତ ଅନୈତିକ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଥିଲା। ଆଉ ପ୍ରାଚୀ ମଧ୍ୟ ନିଜ ସର୍ବସ୍ୱ ସ୍ୱାମୀ ବଦଳରେ ପ୍ରେମିକରୁ ଦିଅର ବନିଥିବା ସୁରେଶଙ୍କ ପାଦ ତଳେ ସମର୍ପି ଦେଉଥିଲେ।

Love

Representative image

Manoranjan Sial
  • Published: Sunday, 24 September 2023
  • Updated: 24 September 2023, 05:03 PM IST

Sports

Latest News

ପ୍ରେମିକା ଦିନେ ଭାଉଜ ହେଲେ, ଏକଥା କେବେ ଭାବିନଥିଲେ ସୁରେଶ। ପ୍ରେମ ଉବୁଟୁବୁ ହେଉଥିଲେ। ହେଲେ ସମୟଚକ୍ରରେ କେତେବେଳେ ପ୍ରେମର ସବୁ ଅଙ୍କ ଭୁଲ୍‌ ହୋଇଗଲା, ଆଉ ପ୍ରେମିକା ଭାଉଜ ହୋଇଗଲେ। ନିଜ ରକ୍ତ ସମ୍ପର୍କର ବଡ଼ଭାଇ ବାହା ହେଲେ। ହେଲେ ନିଜ ପ୍ରେମକୁ ଭୁଲି ପାରୁନଥିଲେ। ବଡ଼ ଭାଇଙ୍କ ଅନୁପସ୍ଥିତିରେ ଭାଉଜଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ। ଆଉ ତା’ପରେ....। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରୁ ଆସିଛି ଏପରି ଖବର।

ବଣାଇ ଥାନା ଭାଙ୍ଗଡ଼ିହି ଗାଁର ସୁରେଶ ସାହୁ ନରେନ୍ଦ୍ର ଗାଁର ପ୍ରାଚୀ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିବାହର ରୂପ ନେବ ବୋଲି କେତେ ସ୍ୱପ୍ନ ଦେଖିଥିଲେ। ହେଲେ ସମୟ ଚକ୍ରରେ ଆଉ କିଛି ଘଟିଥିଲା। ପ୍ରାଚୀଙ୍କୁ ବିବାହ କରିଥିଲେ ସୁରେଶଙ୍କ ବଡ଼ଭାଇ ସୁଜିତ। ୨୦୧୯ ମସିହାରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ହେଲେ ନିଜ ଆଖି ଆଗରେ ନିଜର ପ୍ରେମିକାକୁ ବଡ଼ ଭାଇ ବାହା ହେବାକୁ ଗ୍ରହଣ କରିପାରୁନଥିଲେ ସୁରେଶ୍‌।

ବଡ଼ ଭାଇଙ୍କ ଅନୁପସ୍ଥିତିରେ ପ୍ରେମିକାରୁ ଭାଉଜ ହୋଇଥିବା ପ୍ରାଚୀଙ୍କ ସହିତ ଅନୈତିକ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଥିଲା। ଆଉ ପ୍ରାଚୀ ମଧ୍ୟ ନିଜ ସର୍ବସ୍ୱ ସ୍ୱାମୀ ବଦଳରେ ପ୍ରେମିକରୁ ଦିଅର ବନିଥିବା ସୁରେଶଙ୍କ ପାଦ ତଳେ ସମର୍ପି ଦେଉଥିଲେ। ସ୍ୱାମୀଙ୍କ ଅନୁପସ୍ଥିତିରେ ରୋମାନ୍ସ କରୁଥିଲେ ପ୍ରାଚୀ। ହେଲେ ମନ ଭିତରେ ଭୟ ରହୁଥିଲା। ସେଥିପାଇଁ ସୁଜିତଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରୁଥିଲା। ମାତ୍ର ବିଫଳ ହେଉଥିଲେ।

Also Read

ସୁଜିତ ପେଶାରେ ଜଣେ ଦିନ ମଜୁରିଆ। ସବୁଦିନ ପରି ଗତ ୨୦ ତାରିଖରେ କାମ କରିବା ପାଇଁ ଗାଁ ବାହାରକୁ ଯାଇଥିଲେ। ଆଉ ଶେଷ ଥର ପାଇଁ ବିଦାୟ ଦେଇଥିଲେ ପ୍ରାଚୀ। ସନ୍ଧ୍ୟା ବେଳେ ଘରକୁ ଫେରିବା ବେଳେ ନିଶା ସେବନ କରିଥିଲେ। ତାଙ୍କୁ ଅତ୍ୟଧିକ ନିଶା ସେବନ କରିଥିବାରୁ ସେ ରାସ୍ତାରେ ପଡ଼ି ଯାଇଥିଲେ। ଗାଁର କିଛି ଲୋକ ସୁଜିତଙ୍କୁ ଉଦ୍ଧାର କରି ଘରେ ଛାଡ଼ିଥିଲେ।

ନିଶାରେ ଚୁର ହୋଇଥିବା ସୁଜିତ ଉଠିବା ଅବସ୍ଥାରେ ନଥିଲେ। ଘରେ ଶୋଇଥିଲେ। ବିଲେଇ କପାଳକୁ ଶିକା ଛିଡ଼ିଲା ପରି ସୁଜିତଙ୍କୁ ପିଟିପିଟି ହତ୍ୟା କରିଥିଲେ ପ୍ରାଚୀ। ପରେ ସେ ଏନେଇ ସୁରେଶଙ୍କୁ ଫୋନ୍‌ କରି କହିଥିଲେ। ସୁରେଶ ପହଞ୍ଚିବା ପରେ ଉଭୟ(ସୁରେଶ ଓ ପ୍ରାଚୀ) ରକ୍ତାକ୍ତ ହୋଇଥିବା ଘରର ଚଟାଣକୁ ପରିଷ୍କାର କରିଥିଲେ। ଏପରିକି ସୁଜିତଙ୍କ ରକ୍ତାକ୍ତ ଲୁଗାକୁ ଫିଙ୍ଗି ଦେଇଥିଲେ। ଘରେ ପଡ଼ିଥିଲା ମୃତଦେହ। ଆଉ ଅଭିନୟ ଆରମ୍ଭ କରିଥିଲେ ପ୍ରାଚୀ ଓ ସୁରେଶ।

ସୁଜିତଙ୍କ ହତ୍ୟା ଘଟଣାକୁ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରିଥିଲେ ସୁରେଶ ଓ ପ୍ରାଚୀ। ଘରେ ଛାଡ଼ିଥିବା ଲୋକମାନେ ସୁଜିତଙ୍କୁ ହତ୍ୟା କରିଥିବା ପ୍ରାଚୀ ଆରୋପ ଲଗାଇଥିଲେ। ଯେଉଁଥିପାଇଁ ଗାଁ ଲୋକଙ୍କ ଅଡୁଆ ବଢ଼ିଥିଲା। ଏହା ପରେ ଗାଁ ଲୋକେ ସୁଜିତଙ୍କ ଶବ ସତ୍କାର କରିବାକୁ ଦେଇନଥିଲେ। ଶବ ବ୍ୟବଚ୍ଛେଦ କରିବା ପାଇଁ ଜିଦ୍‌ ଧରିଥିଲେ ଗାଁ ଲୋକେ। ଖବର ପାଇ ଗାଁରେ ପହଞ୍ଚିଥିଲା ପୁଲିସ୍‌। ପୁଲିସ୍‌ ଦୀର୍ଘ ସମୟ ଧରି ପ୍ରାଚୀ, ତାଙ୍କ ଦିଅର ସୁରେଶ ଓ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲା।

ଆଲୋଚନା ବେଳେ ପୁଲିସ୍‌ ସନ୍ଦେହୀ ଆଖି ପ୍ରାଚୀ ଓ ସୁରେଶଙ୍କ ଉପରକୁ ଯାଇଥିଲା। ଏହା ପରେ ଉଭୟଙ୍କୁ ଘନଘନ ଜେରା କରିଥିଲା। ହେଲେ ବେଶୀ ସମୟ ସତକୁ ଲୁଚାଇ ରଖିପାରିଲେ ନାହିଁ। ଶେଷରେ ସତ ସ୍ୱୀକାର କରିଥିଲେ। ପ୍ରାଚୀ ହତ୍ୟା କରିଥିବା ମାନିଥିଲା। ଆଉ ପ୍ରାଚୀ ଓ ସୁରେଶ ଉଭୟ ପରସ୍ପରକୁ ଭଲ ପାଉଥିବା ପୁଲିସ ପାଖରେ କହିଥିଲେ। ଏହା ପରେ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ-ବଣାଇରୁ ରଞ୍ଜୀତ ଚୌଧୁରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story