Advertisment

ଜେଲ୍‌ରୁ ସ୍ୱାମୀଙ୍କୁ ଧମକ ଦେଉଛି ପତ୍ନୀ

ପୁଅ ଜନ୍ମ ପରେ କମିଳିଙ୍କ ଉତ୍ପାତ ବଢ଼ିଥିଲା। ନାନା ନିର୍ଯାତନା ଦେଉଥିଲେ। ବୋହୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅଠାରୁ ବାପା-ମାଆ ଅଲଗା ହୋଇଗଲେ। ତଥାପି କମିଳିଙ୍କ ଉତ୍ପାତ କମିଲାନାହିଁ।

author-image
Manoj Swain

ପତ୍ନୀ ନା ନାଗୁଣୀ ! ସିନ୍ଦୂର ପୋଛିବା ପାଇଁ ଫିଙ୍ଗିଥିଲା ଗରମ ତେଲ। ପରେ ଧରାପଡ଼ି ଜେଲ୍‌ ଗଲା। ଏବେ ଜେଲ୍‌ରୁ ଅସୁସ୍ଥ ସ୍ୱାମୀଙ୍କୁ କରୁଛି ଫୋନ୍‌। ଆଉ ଦେଖିଛି ଧମକ। କହୁଛି, ତୋ’ ବାପା ସାକ୍ଷୀ ଦେଲେ ଦେଖିନେବି... ଜେଲ୍‌ରୁ ବାହାରିଲେ ତୋର ମୋର କଥାବାର୍ତ୍ତା.....। ଏପରି ଖବର ଆସିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରୁ।

Advertisment
Odisha Bhadrak