ପତ୍ନୀ ନା ନାଗୁଣୀ ! ସିନ୍ଦୂର ପୋଛିବା ପାଇଁ ଫିଙ୍ଗିଥିଲା ଗରମ ତେଲ। ପରେ ଧରାପଡ଼ି ଜେଲ୍ ଗଲା। ଏବେ ଜେଲ୍ରୁ ଅସୁସ୍ଥ ସ୍ୱାମୀଙ୍କୁ କରୁଛି ଫୋନ୍। ଆଉ ଦେଖିଛି ଧମକ। କହୁଛି, ତୋ’ ବାପା ସାକ୍ଷୀ ଦେଲେ ଦେଖିନେବି... ଜେଲ୍ରୁ ବାହାରିଲେ ତୋର ମୋର କଥାବାର୍ତ୍ତା.....। ଏପରି ଖବର ଆସିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରୁ।