Advertisment

ଚୋଟ ମାରିଚାଲିଥିଲା ପ୍ରେମିକ, ଦେଖି ହସୁଥିଲା ପତ୍ନୀ

ଧରମ ଭାଇକୁ ପ୍ରେମିକ ସଜାଇଥିଲେ। ଘର ତୋଲିବାକୁ ସ୍ୱପ୍ନ ଦେଖିଲେ। ଆଉ ସେଥିପାଇଁ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ନେଇଥିଲେ ବଜ୍ର ଶପଥ। ପ୍ରେମର ନିଶା ଏତେ ଜୋର ଘାରିଥିଲା ଯେ ଶେଷରେ ଭୁଲିଗଲେ ନିଜର ଏକ ହସ ଖୁସିର ସଂସାର ଅଛି ବୋଲି! ଧରମ ଭାଇକୁ ନିଜର କରିବାକୁ ଯାଇ ଶେଷରେ ହତ୍ୟା କରିବାକୁ ବି ପଛେଇଲେ ନାହିଁ ଏହି ପତ୍ନୀ!

Murder Betrayal Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe