ପୁଣି ଯୌତୁକ ନିଆଁରେ ଜଳିଗଲା ଆଉ ଜଣେ ନୂଆ ବୋହୂ । କାର ଦେଲେନି ବୋଲି ଝିଅକୁ ମାରି ଦେଇଥିବା ଅଭିଯୋଗ ଆଣିଲେ ବାପ ଘର ଲୋକେ ।