ପରିବାରିକ କଳହର କରୁଣ ପରିଣତି। ଯେଉଁ ମା’ ଛୋଟରୁ ବଡ଼ କରିଥିଲା, ସେହି ମା’କୁ ହତ୍ୟା କରି ପୋଡ଼ି ଦେଲା ପୁଅ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ମାନ ବେହେରା। ପୁଲିସ ପୁଅ ବଳିଆ ବେହେରାଙ୍କୁ ପଚରାଉଚରା କରୁଛି।
ପାରିବାରିକ କଳହ ପାଇଁ ଗତକାଲି ରାତିରେ ମିନାଙ୍କୁ ବଳିଆ ବାଡ଼େଇ ବାଡ଼େଇ ହତ୍ୟା କରିଥିଲା। । ସେଥିରେ ନୃଂଶସ ପୁଅର ମନ ବୁଝିନଥିଲା। ପରେ ମା’ର ମୃତଦେହକୁ ତରବରିଆ ଭାବେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।
Also Read
ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ପୁଅକୁ ପଚରାଉଚରା କରିଛି। ବଳିଆ ନିଜ ମା’କୁ ମାରି ନାହିଁ ବୋଲି ପୁଲିସ ଆଗରେ କହିଛି। ହୃଦଘାତରେ ମା’ ମୃତ୍ୟୁ ଘଟିଥିବା ନିଜ ବୟାନରେ ପୁଲିସକୁ କହିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ ବଳିଆକୁ ପଚରାଉରା କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।