ଆତ୍ମହତ୍ୟା ନା ହତ୍ୟା; ବାପ ଘର ଆଣିଲେ ଯୌତୁନ ନିର୍ଯାତନା ଅଭିଯୋଗ

୬ ବର୍ଷ ତଳେ ମାହାଙ୍ଗା ଅଞ୍ଚଳର ସୁଭଦ୍ରା ସାହୁଙ୍କ ବିବାହ ଚାଉଳିଆଗଞ୍ଜ ଅଞ୍ଚଳରେ ବିବାହ ହୋଇଥିଲେ। ବାହାଘର ପରେ ପରିବାର ଠିକ୍‌ଠାକ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇଟି ପିଲା ଅଛନ୍ତି।

Cuttack PhotoOR

ମୃତ ମହିଳା

Manoranjan Sial
  • Published: Sunday, 15 December 2024
  • Updated: 15 December 2024, 03:35 PM IST

Sports

Latest News

କଟକ ଚାଉଳିଆଗଞ୍ଜରେ ବଧୂ ହତ୍ୟା ଅଭିଯୋଗ। ଚାଉଳିଆଗଞ୍ଜ ତଳସାହିରେ ଘଟିଛି ଏପରି ଦୁଃଖଦ ଘଟଣା। ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିସନ୍‌ରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ସ୍ୱାମୀ ଓ ତାଙ୍କର ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

୬ ବର୍ଷ ତଳେ ମାହାଙ୍ଗା ଅଞ୍ଚଳର ସୁଭଦ୍ରା ସାହୁଙ୍କ ବିବାହ ଚାଉଳିଆଗଞ୍ଜ ଅଞ୍ଚଳରେ ବିବାହ ହୋଇଥିଲେ। ବାହାଘର ପରେ ପରିବାର ଠିକ୍‌ଠାକ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇଟି ପିଲା ଅଛନ୍ତି। ହେଲେ ଗତ କିଛି ମାସ ହେଲା ପରିବାର ଭିତରେ ଉଠିଥିଲା ଅଶାନ୍ତିର ଝଡ଼। ସୁଭଦ୍ରାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତନା। ଯୌତୁକ ପାଇଁ ଶାଶୁଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ନିର୍ଯାତନା ପାଉଥିଲେ ମଧ୍ୟ ପିଲାଙ୍କ ପାଇଁ ଶାଶୁ ଘରେ ରହୁଥିଲେ।

Also Read

ଶନିବାର ରାତିରେ ବାପଘର ଲୋକଙ୍କୁ ଝିଅ ଆତ୍ମହତ୍ୟା କରିଥିବା ଫୋନ ଯାଇଥିଲା। ଏକଥା ଶୁଣିବା ପରେ ରାତିରେ କଟକ ଦୌଡ଼ି ଆସିଥିଲେ ପରିବାର ଲୋକେ। ସେତେବେଳେ ଯାହା ଦେଖିଲେ, ତାହା ବିଶ୍ୱାସ କରିପାରିଲେନାହିଁ। ସୁଭଦ୍ରାଙ୍କ ଶରୀରରେ କ୍ଷତ ଓ ମାଡ ଚିହ୍ନ ଥିବା ବାପଘର ଲୋକେ ଦେଖିବାକୁ ପାଇଥିଲେ। ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଶାଶୁ, ଶ୍ୱଶୁର, ନଣଦ ସହ ମୋଟ ୭ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାର ସଠିକ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ମୃତ ମହିଳାଙ୍କ ସ୍ୱାମୀ ସହ ତାଙ୍କ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story