Advertisment

ରାଜଧାନୀରେ ଲେଡି ଲୁଟେରାଙ୍କ ଆତଙ୍କରାଜ୍, ସିସିଟିଭିରେ ପୂରା କାରନାମା କଏଦ

ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳା ଘରେ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

Advertisment

ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳରେ ଘରେ ପଶି କଳାକନା ବୁଲାଇଲେ ଜଣେ ଅଜଣା ମହିଳା। ଟଙ୍କା ଓ ଜରୁରୀ କାଗଜପତ୍ର ନେଇ ଛୁ ମାରିଲା। ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ। 

Advertisment
Odisha Bhubaneswar Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe