Advertisment

ଆଧାରକାର୍ଡ ଧରାପକାଇଲା ପୁଅର ହତ୍ୟା !

ସ୍ୱାମୀ ପ୍ରକାଶଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ସ୍ତ୍ରୀ।

author-image
Manoj Swain

ସ୍ୱାମୀ ପ୍ରକାଶଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ସ୍ତ୍ରୀ। ୨୦ ଦିନ ପରେ ମାଟି ତଳୁ ମୃତଦେହକୁ ଉଦ୍ଧାର କଲା ପୁଲିସ। ଏହି ଘଟଣାକୁ ନେଇ ଏବେ ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡର ପୁଲିସ ଗୁମର ଖୋଲିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Nayagarh