Advertisment

ଆଧାରକାର୍ଡ ଧରାପକାଇଲା ପୁଅର ହତ୍ୟା !

ସ୍ୱାମୀ ପ୍ରକାଶଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ସ୍ତ୍ରୀ।

Advertisment

ସ୍ୱାମୀ ପ୍ରକାଶଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ସ୍ତ୍ରୀ। ୨୦ ଦିନ ପରେ ମାଟି ତଳୁ ମୃତଦେହକୁ ଉଦ୍ଧାର କଲା ପୁଲିସ। ଏହି ଘଟଣାକୁ ନେଇ ଏବେ ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡର ପୁଲିସ ଗୁମର ଖୋଲିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Nayagarh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe