Advertisment

ଚାକିରି ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ

ମାସକୁ ୨୦ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା ଦଲାଲ ।

author-image
Manoj Swain
ଅଦ୍ୟତନ ହୋଇଛି

ଦାଦନ ଦୁଃଖ ଯେ ଏତେ ଭୟଙ୍କର ହୋଇପାରେ, ଶୁଣିଲେ ଆପଣଙ୍କ ମୁଣ୍ଡକୁ ବି ପିତ୍ତ ଚଢିଯିବ । ଏହି ମହିଳା ଜଣଙ୍କ ଘର ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ। ଘରର ଅସୁବିଧା ପୂରଣ ପାଇଁ ଦଲାଲ କଥାରେ ପଡ଼ି ମୁମ୍ବାଇ ଯାଇଥିଲେ । ମାସକୁ ୨୦ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା ଦଲାଲ । କିନ୍ତୁ... ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Gajapati District